ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନାଦୃତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନାଦୃତ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତିଙ୍କୁ ଉପେକ୍ଷା କରାଯାଇଛି ବା ଯାହାଙ୍କପ୍ରତି ଧ୍ୟାନ ଦିଆ ଯାଇ ନାହିଁ

ଉଦାହରଣ : ସେମାନେ ଜୀବନସାରା ଗରିବ ତଥା ଉପେକ୍ଷିତମାନଙ୍କର ସେବା କରୁଥିଲେ

ସମକକ୍ଷ : ଅବଜ୍ଞାତ, ଉପେକ୍ଷିତ

वह व्यक्ति जिसकी उपेक्षा की गई हो या जिस पर ध्यान न दिया गया हो।

वे जीवनभर गरीबों तथा उपेक्षितों की सेवा में लगे रहे।
अवगणित, उपेक्षित

ଅନାଦୃତ   ବିଶେଷଣ

ଅର୍ଥ : ଯାହାର ଆଦର ବା ସମ୍ମାନ କରାଯାଇ ନାହିଁ

ଉଦାହରଣ : ଅସମ୍ମାନିତ କବି ସଙ୍ଗୀତ ଆସରରୁ ଉଠି ଚାଲିଗଲେ

ସମକକ୍ଷ : ଅସମ୍ମାନିତ, ଉପେକ୍ଷିତ

जिसका आदर या सम्मान न किया गया हो।

असम्मानित कवि महफ़िल से उठकर चले गए।
अनादरित, अनादृत, असम्मानित