ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନବସର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନବସର   ବିଶେଷ୍ୟ

ଅର୍ଥ : ଏକ ଅଳଙ୍କାର

ଉଦାହରଣ : ଅନବସରରେ କୌଣସି କାର୍ଯ୍ୟର ଅନବସର ହେବା ବିଷୟ ପ୍ରଦର୍ଶିତ କରାଯାଏ

एक अलंकार।

अनवसर में किसी कार्य का अनवसर होना या करना प्रदर्शित किया जाता है।
अनवसर

ଅର୍ଥ : ଅବକାଶ ବା ଛୁଟି ନ ହେବାର ଅବସ୍ଥା

ଉଦାହରଣ : ଅନବକାଶ କାରଣରୁ ଘରକୁ ଯାଇପାରୁ ନାହିଁ

ସମକକ୍ଷ : ଅନବକାଶ, ଅବକାଶ ରହିତ

अवकाश या फुरसत न होने की अवस्था।

अनवकाश के कारण मैं घर नहीं जा पा रहा हूँ।
अनवकाश, अनवसर, अवकाशरहित