ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନନ୍ତ ବ୍ରତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନନ୍ତ ବ୍ରତ   ବିଶେଷ୍ୟ

ଅର୍ଥ : ଅନନ୍ତ ଚତୁର୍ଦ୍ଦଶୀର ବ୍ରତ

ଉଦାହରଣ : ବୁଢୀମା ପ୍ରତିବର୍ଷ ଅନନ୍ତ ବ୍ରତ କରନ୍ତି

ସମକକ୍ଷ : ଅନଂତ ବ୍ରତ

अनंत चतुर्दशी का व्रत।

दादी प्रतिवर्ष अनंत करती हैं।
अनंत, अनंतव्रत, अनन्त, अनन्तव्रत

Abstaining from food.

fast, fasting

ଅର୍ଥ : ଅନନ୍ତ ଚତୁର୍ଦ୍ଦଶୀ ଦିନ ବାହୁ ଉପରେ ବନ୍ଧା ଯାଉଥିବା କୁଙ୍କୁମ,କେଶର ବା ହଳଦୀ ରଞ୍ଜିତ ଚଉଦ ଗଣ୍ଠିଥିବା ସୂତା

ଉଦାହରଣ : ପଣ୍ଡିତଜୀ ଯଜମାନର ବାହୁରେ ଅନନ୍ତ ବ୍ରତ ବାନ୍ଧୁଛନ୍ତି

ସମକକ୍ଷ : ଅନଂତ ବ୍ରତ

अनंत-चतुर्दशी के दिन बाजू पर बाँधा जानेवाला कुमकुम, केशर या हल्दी रंजित चौदह गाँठोंवाला धागा।

पंडितजी यजमान के बाजू पर अनंत बाँध रहे हैं।
अनंत, अनन्त