ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନନ୍ତମୂଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନନ୍ତମୂଳ   ବିଶେଷ୍ୟ

ଅର୍ଥ : ପାଞ୍ଚରୁ ପନ୍ଦର ଫୁଟ ଲମ୍ବ ବହୁବର୍ଷୀୟ ଔଷଧୀୟ ଲତା ଯାହାର ଚେରରୁ କର୍ପୁର ମିଶ୍ରିତ ଚନ୍ଦନ ଭଳି ବାସ୍ନା ହୁଏ

ଉଦାହରଣ : ଅନଂତମୂଳ ଭୂଇଁରେ ମାଡ଼େ ତଥା ନିକଟବର୍ତ୍ତୀ କୌଣସି ଗଛରେ ମଧ୍ୟ ମାଡ଼ିଥାଏ

ସମକକ୍ଷ : ଅନଂତମୂଳ

एक बहुवर्षीय औषधीय लता जो पाँच से पंद्रह फुट लंबी होती है और जिसकी जड़ से कपूर मिले हुए चंदन-सी गंध आती है।

अनंतमूल जमीन पर फैलता है या निकटवर्ती किसी पेड़ से लिपटकर उस पर चढ़ता है।
अधोमुखी, अनंतमूल, अनंता, अनन्तमूल, अनन्ता, उत्तमा, कपूरी, गोपवल्ली, जंगली चमेली, दुद्धी, दूधी, शिवा, सारिवा