ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧିପତି କରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧିପତି କରାଇବା   କ୍ରିୟାପଦ

ଅର୍ଥ : କାହାରିକୁ କୌଣସି ବସ୍ତୁ ଆଦିର ପୂରା ଓ ସବୁପ୍ରକାର ଅଧିକାର ଦେବା

ଉଦାହରଣ : ରାମ ମହେଶକୁ ଏହି ସଂସ୍ଥାର ମୁଖ୍ୟ କରାଇଲା

ସମକକ୍ଷ : ମାଲିକ କରାଇବା, ମୁଖ୍ୟ କରାଇବା

* किसी को किसी वस्तु आदि का पूरा और सब प्रकार का अधिकार देना।

राम ने महेश को इस संस्था का स्वामी बनाया।
अधिपति बनाना, मालिक बनाना, स्वामी बनाना

Make a lord of someone.

lord