ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧିନିର୍ଣ୍ଣୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧିନିର୍ଣ୍ଣୟ   ବିଶେଷ୍ୟ

ଅର୍ଥ : ପଞ୍ଚ, ନ୍ୟାୟାଧୀଶ ଆଦିଙ୍କଦ୍ବାରା କରାଯାଉଥିବା ନିର୍ଣ୍ଣୟ

ଉଦାହରଣ : ପଞ୍ଚୟାତ ସଂପୂର୍ଣ୍ଣ ଗାଁ ଲୋକଙ୍କ ଆଗରେ ନିଜ ଅଧିନିର୍ଣ୍ଣୟ ଶୁଣାଇଲା

ସମକକ୍ଷ : ପଞ୍ଚାୟତ ଫଏସଲା

पंच, न्यायधीश आदि के द्वारा दिया गया निर्णय।

पंचों ने पूरे गाँव के सामने अपना अधिनिर्णय सुना दिया।
अधिनिर्णय, पंचाट