ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅତିପ୍ରବାହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅତିପ୍ରବାହ   ବିଶେଷ୍ୟ

ଅର୍ଥ : (ଜଳ ଆଦି) ର ଉପସ୍ଥିତି ବା ପ୍ରବାହ ଯାହା ସୀମା ବା ଧାରଣ ଶକ୍ତି ବା କ୍ଷମତାର ବାହାରେଥିବା ଅତ୍ୟଧିକ ତରଳ ପଦାର୍ଥ

ଉଦାହରଣ : ଜଳର ଅତିପ୍ରବାହର କାରଣରୁ ବନ୍ଧ ଭାଙ୍ଗିଗଲା

ସମକକ୍ଷ : ଉଚ୍ଛୁଳିବା

अत्यधिक तरल पदार्थ (जल आदि) की उपस्थिति या प्रवाह जो सीमा या धारण शक्ति या क्षमता के बाहर हो।

जल के अतिप्रवाह के कारण बाँध टूट गया।
अतिप्रवाह, अधिप्रवाह, ओवरफ्लो

The occurrence of surplus liquid (as water) exceeding the limit or capacity.

overflow, overspill, runoff