ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅତିଦାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅତିଦାନୀ   ବିଶେଷ୍ୟ

ଅର୍ଥ : ଅଧିକ ଦାନ କରୁଥିବା ଲୋକ

ଉଦାହରଣ : ରାଜା ବିକ୍ରମାଦିତ୍ୟଙ୍କ ନାମ ଅତିଦାନୀମାନଙ୍କ ମଧ୍ୟରେ ଗଣାଯାଏ

ସମକକ୍ଷ : ଅତିଦାତା

अधिक दान करने वाला व्यक्ति।

राजा विक्रमादित्य का नाम अतिदानियों में गिना जाता है।
अतिदाता, अतिदानी

ଅତିଦାନୀ   ବିଶେଷଣ

ଅର୍ଥ : ଯେ ପ୍ରାୟ ବହୁତ ଅଧିକ ଦାନ ଦିଅନ୍ତି

ଉଦାହରଣ : ଦାନବୀର କର୍ଣ୍ଣଙ୍କ ନାମ ତାଙ୍କ ଦାନବୀରତାପାଇଁ ସମ୍ମାନର ସହିତ ନିଆଯାଏ

ସମକକ୍ଷ : ଦାନବୀର

जो सदा बहुत बड़े-बड़े दान करता रहता हो और दान करने से कभी पीछे न हटता हो।

दानवीर कर्ण का नाम उसकी दानवीरता के लिए सम्मान से लिया जाता है।
अति दानी, दानवीर, दिनदानी, सुदाम, सुदामन, सुदामा