ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଣ୍ଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଣ୍ଟି   ବିଶେଷ୍ୟ

ଅର୍ଥ : କମରରେ ପଡ଼ିଥିବା ଧୋତିର ଗଣ୍ଠି

ଉଦାହରଣ : ଖୋସଣିରେ ପଇସା ରଖିବା ତାଙ୍କର ଏକ ଅଭ୍ୟାସ

ସମକକ୍ଷ : ଖୋସଣି

कमर में लिपटी हुई धोती की ऐंठन।

उसे टेंट में पैसे रखने की आदत है।
अँटी, अंटी, आँटी, आंटी, टेंट, फेंट, फेंटा, मुर्री

Something less than the whole of a human artifact.

The rear part of the house.
Glue the two parts together.
part, portion

ଅର୍ଥ : ଛୋଟ ବୁଜୁଳି

ଉଦାହରଣ : ଜେଜେ ମାଆ ଅଣ୍ଟି ଖୋଲି ଦଶ ଟଙ୍କା ଦେଲା

छोटा गट्ठा।

दादी ने अँटिया खोलकर दस रुपए दिए।
अँटिया, अंटिया

ଅର୍ଥ : ଦୁଇ ଆଙ୍ଗୁଠି ମଧ୍ୟରୁ ଗୋଟିକୁ ଅନ୍ୟ ଉପରେ ରଖିବାର କ୍ରିୟା

ଉଦାହରଣ : ଲୋକେ ଖରାପ ପ୍ରଭାବରୁ ରକ୍ଷା ପାଇବାପାଇଁ ଅଣ୍ଟି କରନ୍ତି

दो उँगलियों को एक के ऊपर एक रखने की क्रिया।

लोग बुरे प्रभाव से बचने के लिए अंटी करते हैं।
अंटी