ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଙ୍ଗମାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଙ୍ଗମାରୀ   ବିଶେଷ୍ୟ

ଅର୍ଥ : ଯେଉଁ ରୋଗ ହେଲେ ଗଛର ଅଗ୍ରଭାଗ ସାମାନ୍ୟ ପୋଡ଼ି ଝାଉଁଳି ଯାଏ ବା ହଳଦିଆ ପଡିଯାଏ

ଉଦାହରଣ : ଅଙ୍ଗମାରୀ ଗୋଟିଏ ଉପିମରା ରୋଗ

ସମକକ୍ଷ : ଅଂଗମାରୀ

पौधों में लगनेवाला एक रोग जिसमें वे झुलस जाते हैं या पीले पड़ जाते हैं।

अंगमारी एक फँफूद के कारण होता है।
अंगमारी, झुलसा, झुलसा रोग

Any plant disease resulting in withering without rotting.

blight