ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଙ୍କଶାସ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଙ୍କଶାସ୍ତ୍ର   ବିଶେଷ୍ୟ

ଅର୍ଥ : ଗଣିତର ମାନବ ଜୀବନ ଉପରେ ହେଉଥିବା ଗୁପ୍ତ ପ୍ରଭାବ ସମ୍ବନ୍ଧୀୟ ଶାସ୍ତ୍ର

ଉଦାହରଣ : ଗଣିତ ଜ୍ୟୋତିଷ ଶାସ୍ତ୍ର ଆଧାରରେ ସେ ଭବିଷ୍ୟତ ବାଣୀ କରେ

ସମକକ୍ଷ : ଅଙ୍କଜ୍ୟୋତିଷ, ଗଣିତ ଜ୍ୟୋତିଷ, ନ୍ୟୁମରୋଲାଜୀ

मानवी जीवन पर होने वाले अंकों के गुप्त प्रभाव संबंधी शास्त्र।

वह अंकशास्त्र के आधार पर भविष्य बतलाता है।
अंक ज्योतिष, अंक-ज्योतिष, अंकशास्त्र, न्यूमरोलाजी, न्यूमरोलॉजी, न्यूमेरोलाजी, न्यूमेरोलॉजी

The study of the supposed occult influence of numbers on human affairs.

numerology