ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଗ୍ରୀମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଗ୍ରୀମ   ବିଶେଷ୍ୟ

ଅର୍ଥ : ନିଜ ଘର ବା ଦୋକାନଆଦି ଭଡ଼ାରେ ଦେଲା ସମୟରେ ମାଲିକ ଭଡ଼ା ବ୍ୟତୀତ ଯେଉଁ ଧନ ନେଇଥାଏ

ଉଦାହରଣ : ସେ ଦୁଇଟି କୋଠରୀ ପାଇଁ କୋଡ଼ିଏ ହଜାର ଟଙ୍କା ଅଗ୍ରୀମ ଏବଂ ମାସିକ ଦୁଇ ହଜାର ଟଙ୍କା ଭଡ଼ା ମାଗୁଛି

ସମକକ୍ଷ : ସଲାମୀ

वह धन जो मालिक अपना मकान या दूकान आदि किराये पर देने के समय किराये के अतिरिक्त यों ही ले लेता है।

वह दो कमरे के लिए बीस हजार पगड़ी और दो हजार रुपये प्रति महीने भाड़ा माँग रहा है।
पगड़ी, सलामी

Money given as security for an article acquired for temporary use.

His deposit was refunded when he returned the car.
deposit