ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଗ୍ନିନିର୍ବାପକ-ଯନ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଛୋଟମୋଟ ନିଆଁକୁ ଲିଭାଇବା ନିମନ୍ତେ ପ୍ରଯୁକ୍ତ ଏକ ହସ୍ତଚାଳିତ ଉପକରଣ ଯେଉଁଥିରୁ କିଛି ବିଶିଷ୍ଟ ରାସାୟନିକ ପଦାର୍ଥ ଛିଟିକି ପଡିଥାଏ

ଉଦାହରଣ : ଆଧୁନିକ ଭବନରେ ଅଗ୍ନିନିର୍ବାପକ-ଯନ୍ତ୍ର ଲାଗିଥାଏ

ସମକକ୍ଷ : ନିଆଁଲିଭା-ଯନ୍ତ୍ର

छोटी-मोटी आग को बुझाने के लिए प्रयुक्त एक हस्तचालित उपकरण जिससे कुछ विशिष्ट रासायनिक पदार्थ छिड़के जाते हैं।

आधुनिक भवनों में अग्निशामक-यंत्र लगे होते हैं।
अग्निशामक यंत्र, अग्निशामक-यंत्र

A manually operated device for extinguishing small fires.

asphyxiator, extinguisher, fire extinguisher