ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଗ୍ନିକାଣ୍ଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଗ୍ନିକାଣ୍ଡ   ବିଶେଷ୍ୟ

ଅର୍ଥ : ଘର, ଦୋକାନ, ବଜାର, ଜଙ୍ଗଲ ଆଦିରେ ଲାଗିଯାଉଥିବା ଏହି ନିଆଁ ଯାହାଦ୍ୱାରା ସମ୍ପତ୍ତି ଧ୍ୱଂସ ହୋଇଯାଏ

ଉଦାହରଣ : ଗାଁଗହଳରେ ଖରାଦିନେ ଅଗ୍ନିକାଣ୍ଡ ଘଟଣା ଅତ୍ୟଧିକ ହୋଇଥାଏ

ସମକକ୍ଷ : ଘରପୋଡ଼ି

घर, दूकान, बाजार, जंगल आदि में लगने वाली वह आग जिसमें सम्पत्ति का विनाश हो।

ग्रामीण क्षेत्रों में गर्मी के दिनों में आगजनी की घटनाएँ अत्यधिक होती हैं।
अग्निकांड, अग्निकाण्ड, आगजनी, आगज़नी, आतशजनी, आतिशजनी

Malicious burning to destroy property.

The British term for arson is fire-raising.
arson, fire-raising, incendiarism