ଅର୍ଥ : ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟା ତିଥି
ଉଦାହରଣ :
ଅକ୍ଷୟ ତୃତୀୟାରେ ବରଗଛ ପୂଜା ନିୟମ ରହିଛି
ସମକକ୍ଷ : ଅକ୍ଷି ତୃତୀୟା, ଚନ୍ଦନ ତୃତୀୟା
ଅର୍ଥ : ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟା
ଉଦାହରଣ :
ବିଶ୍ୱାସ କରାଯାଏଯେ ଅକ୍ଷୟ ତୃତୀୟାରୁ ହିଁ ସତ୍ୟଯୁଗର ଆରମ୍ଭ ହୋଇଥିଲା
ସମକକ୍ଷ : ସତ୍ୟଯୁଗାଦ୍ୟା