ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅକ୍ଷରନ୍ୟାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅକ୍ଷରନ୍ୟାସ   ବିଶେଷ୍ୟ

ଅର୍ଥ : ଶବ୍ଦ ନିର୍ମାଣରେ ପ୍ରଯୁକ୍ତ ଅକ୍ଷରଗୁଡ଼ିକର ଉଚିତ କ୍ରମ

ଉଦାହରଣ : ବନାନ ସମ୍ପର୍କିତ ସମୁଚିତ ଜ୍ଞାନର ଅଭାବ ବର୍ଣ୍ଣାଶୁଦ୍ଧି ବଢ଼ାଇଥାଏ

ସମକକ୍ଷ : ଅକ୍ଷର ବିନ୍ୟାସ, ବନାନ, ବର୍ଣ୍ଣ ବିନ୍ୟାସ

शब्द निर्माण में प्रयुक्त अक्षरों का उचित क्रम।

वर्तनी की समुचित जानकारी के अभाव में अशुद्ध लेखन को बढ़ावा मिलता है।
अक्षर-विन्यास, अक्षरन्यास, अक्षरविन्यास, अक्षरी, वर्ण-विन्यास, वर्णविन्यास, वर्तनी, स्पेलिंग, हिज्जा

A method of representing the sounds of a language by written or printed symbols.

orthography, writing system

ଅର୍ଥ : ତନ୍ତ୍ରଶାସ୍ତ୍ରର ଏକ ପ୍ରକ୍ରିୟା ଯେଉଁଥିରେ ମନ୍ତ୍ରର ଗୋଟିଏ ଗୋଟିଏ ଅକ୍ଷର ପଢ଼ି ଛାତି,ନାକ,କାନ ଆଦି ସ୍ପର୍ଶ କରନ୍ତି

ଉଦାହରଣ : ସେ ଅକ୍ଷରନ୍ୟାସ କରୁଛି

तंत्रशास्त्र की एक क्रिया जिसमें मत्र के एक-एक अक्षर को पढ़कर हृदय, नाक, कान आदि छूते हैं।

वह अक्षरन्यास कर रहा है।
अक्षरन्यास

ଅର୍ଥ : ପଂକ୍ତି ନାମକ ବୈଦିକ ଛନ୍ଦର ଏକ ଭେଦ ଯାହାର ଚାରି ପଦର ବର୍ଣ୍ଣ ସଂଖ୍ୟା କୋଡ଼ିଏ ହୋଇଥାଏ

ଉଦାହରଣ : ଏହା ଅକ୍ଷରନ୍ୟାସରେ ଲେଖାଯାଇଛି

ସମକକ୍ଷ : ଅକ୍ଷରପଂକ୍ତି

पंक्ति नामक वैदिक छंद का एक भेद जिसके चार पदों के वर्णों का योग बीस होता है।

यह अक्षरन्यास में लिखा गया है।
अक्षरपंक्ति

(Sanskrit) literally a `sacred utterance' in Vedism. One of a collection of orally transmitted poetic hymns.

mantra