ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଂଜନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଂଜନା   ବିଶେଷ୍ୟ

ଅର୍ଥ : ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ପାହାଡ଼ିଆ ଅଞ୍ଚଳରେ ବୁଣାଯାଉଥିବା ଏକ ପ୍ରକାର ଲଘୁ ଧାନ ଫସଲ

ଉଦାହରଣ : କୃଷକ ବିଲରେ ଅଂଜନା ଧାନ ରୋଉଛି

एक प्रकार की ग़ैराबपासी धान की फसल जो की मार्च-अप्रैल के महीने में पहाड़ी क्षेत्रों में बोई जाती है।

किसान खेत में अंजना की रोपाई कर रहा है।
अंजन, अंजना, अंजनी, अञ्जन, अञ्जना, अञ्जनी

The yield from plants in a single growing season.

crop, harvest

ଅର୍ଥ : କେଶରୀଙ୍କ ପତ୍ନୀ ଯାହାଙ୍କ ଗର୍ଭରୁ ହନୁମାନଙ୍କର ଜନ୍ମ ହୋଇଥିଲା

ଉଦାହରଣ : ଶାସ୍ତ୍ର ଅନୁସାରେ ଅଞ୍ଜନା ପୂର୍ବ ଜନ୍ମରେ ପୁଞ୍ଜିକସ୍ଥଳୀ ନାମକ ଅପ୍ସରା ଥିଲେ

ସମକକ୍ଷ : ଅଞ୍ଜନା

केसरी की पत्नी जिनके गर्भ से हनुमान का जन्म हुआ था।

शास्त्र के अनुसार अंजना पूर्वजन्म में पुंजिकस्थली नामक अप्सरा थीं।
अंजना, अंजनी, अञ्जना, अञ्जनी

An imaginary being of myth or fable.

mythical being