ଅର୍ଥ : ଯେ ଯଜ୍ଞରେ ଆହୂତି ଦିଅନ୍ତି
							ଉଦାହରଣ : 
							ବୀତହବ୍ୟଙ୍କୁ ପବିତ୍ରତା ପ୍ରତି ପୂର୍ଣ୍ଣ ଧ୍ୟାନ ରଖିବା ଆବଶ୍ୟକ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜଣେ ବୈଦିକ ଋଷି
							ଉଦାହରଣ : 
							ଯୋଗଦ୍ୱାରା  ବୀତହବ୍ୟ ଋଷି ନିଜର ପ୍ରାଣ ତ୍ୟାଗ କରିଦେଲେ
							
ସମକକ୍ଷ : ବୀତହବ୍ୟ ଋଷି
ଅନ୍ୟ ଭାଷାରେ ଅନୁବାଦ :
A mentor in spiritual and philosophical topics who is renowned for profound wisdom.
sage