ಅರ್ಥ : ଜନ୍ମ ଓ ମରଣର ବନ୍ଧନରୁ ଜୀବର ମୁକ୍ତି ହେବାର ଅବସ୍ଥା
ಉದಾಹರಣೆ :
ସାଧୁ ଲୋକଙ୍କର ମୋକ୍ଷ ପ୍ରାପ୍ତି ଘଟେ
ಸಮಾನಾರ್ಥಕ : ଅମରପଦ, କୈବଲ୍ୟ, ନିର୍ବାଣ, ନିଷ୍କୃତି, ମୋକ୍ଷ, ମୋଚନ
ಇತರ ಭಾಷೆಗಳಿಗೆ ಅನುವಾದ :
जीव की जन्म और मरण के बंधन से छूट जाने की अवस्था।
सच्चे लोगों को मोक्ष की प्राप्ति होती है।(Hinduism and Buddhism) the beatitude that transcends the cycle of reincarnation. Characterized by the extinction of desire and suffering and individual consciousness.
enlightenment, nirvanaಅರ್ಥ : ମୃତ୍ୟୁର ଫଳସ୍ବରୂପ ସାଂସାରିକ କଷ୍ଟଭୋଗର ସମାପ୍ତି ଅଥବା ଏଥିରୁ ମିଳୁଥିବା ମୁକ୍ତି
ಉದಾಹರಣೆ :
କ୍ଷୀଣରୋଗରେ ପୀଡିତ ଜୀବନରୁ ସେ ଦିନରାତି ମୁକ୍ତି କାମନା କରୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
The act of reducing something unpleasant (as pain or annoyance).
He asked the nurse for relief from the constant pain.ಅರ್ಥ : ମୁକ୍ତକରିବା ବା ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ଆମେରିକାରେ ଦାସ ମୁକ୍ତିର ଶ୍ରେୟ ଆବ୍ରାହମ ଲିଙ୍କନଙ୍କୁ ଦିଆଯାଏ
ಸಮಾನಾರ್ಥಕ : ଉଦ୍ଧାର, ନିବୃତ୍ତି, ବନ୍ଧନ, ବିମୁକ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
मुक्त करने या होने की अवस्था या भाव।
अमरीका में दासों की मुक्ति का श्रेय अब्राहम लिंकन को दिया जाता है।The condition of being free. The power to act or speak or think without externally imposed restraints.
freedomಅರ್ಥ : ଦାୟିତ୍ବ, ଦେଣା ଆଦିରୁ ମୁକୁଳିବାର ଅବସ୍ଥା ବା ଭାବ
ಉದಾಹರಣೆ :
ଅତିରିକ୍ତ କରଜରୁ ମୁକୁଳିବା ପାଇଁ ଘର ବିକିବା ଛଡା ଅନ୍ୟ ଗତିନାହିଁ
ಸಮಾನಾರ್ಥಕ : ନିବୃତ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଧନ ଦେଇ ଖଲାସ କରିବା ବା ବନ୍ଧନମୁକ୍ତ କରିବାର କ୍ରିୟା
ಉದಾಹರಣೆ :
ଧନ ନେଇବି ତାଙ୍କର ଏ ପର୍ଯ୍ୟନ୍ତ ବନ୍ଧନ ମୁକ୍ତି ହୋଇନାହିଁ
ಸಮಾನಾರ್ಥಕ : ବନ୍ଧନ ମୁକ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
धन देकर छुड़ाने या बंधनमुक्त करने या कराने की क्रिया।
उनका फिरौती का वादा झूठा था।The act of freeing from captivity or punishment.
ransomಅರ್ಥ : କଷ୍ଟ ବା ବିପତ୍ତିଆଦିରୁ ବଞ୍ଚାଇବା ବା ଉଦ୍ଧାରିବା କାମ
ಉದಾಹರಣೆ :
ଏକମାତ୍ର ଈଶ୍ୱର ହିଁ ଆମ ସମସ୍ତଙ୍କର ଉଦ୍ଧାର କରିବାବାଲା
ಸಮಾನಾರ್ಥಕ : ଉଦ୍ଧାର, ତାରଣ, ନିସ୍ତାର, ରକ୍ଷା
ಇತರ ಭಾಷೆಗಳಿಗೆ ಅನುವಾದ :
Recovery or preservation from loss or danger.
Work is the deliverance of mankind.ಅರ್ಥ : କୌଣସି ପ୍ରକାର ଜଂଜାଳ, ବନ୍ଧନ, ଝଂଝଟ ଇତ୍ୟାଦିରୁ ମୁକ୍ତ ହେବାର କ୍ରିୟା
ಉದಾಹರಣೆ :
କୌଣସି ପ୍ରକାର ବନ୍ଧନରୁ ମୁକ୍ତି ହେବାର ଆଶା ସମସ୍ତଙ୍କର ଥାଏ
ಸಮಾನಾರ್ಥಕ : ନିବୃତ୍ତି, ବନ୍ଧନ ମୁକ୍ତ, ବିମୁକ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
किसी प्रकार के जंजाल, झंझट, पाश, बंधन आदि से मुक्त होने की क्रिया।
किसी भी प्रकार के बंधन से मुक्ति की आकांक्षा हर एक की होती है।