ಅರ್ಥ : ସୂର୍ଯ୍ୟ ବା ଚନ୍ଦ୍ରମାଙ୍କ ଚାରି ପଟେ ଦେଖାଯାଉଥିବ ପରିଧି ବା ପରିବେଶ
ಉದಾಹರಣೆ :
ସୂର୍ଯ୍ୟ ମଣ୍ଡଳରେ କେତେକ ଗ୍ରହ ବୁଲୁଥାନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
A solid figure bounded by a spherical surface (including the space it encloses).
sphereಅರ್ಥ : କ୍ଷେତ୍ରଆଦିର ଏଭଳି ବିଭାଗ ଯାହା ଜଣେ ବିଶେଷ ଅଧିକାରୀଙ୍କ ଅଧୀନରେ ଥାଏ ଏବଂ ଯାହା ଜିଲ୍ଲାଆଦିରେ ବିଭାଜିତ ହୋଇଥାଏ
ಉದಾಹರಣೆ :
ସେ ଉତ୍ତରପ୍ରଦେଶର ଗୋରଖପୁର ମଣ୍ଡଳର ଅଧିବାସୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କାମ ବା ଉଦ୍ଦେଶ୍ୟ ସାଧନପାଇଁ ଅଭିପ୍ରେତ ଲୋକସମୂହ
ಉದಾಹರಣೆ :
ଆଜିକାଲି ସମାଜରେ ନିତି ନୂଆ ନୂଆ ଦଳ ମୁଣ୍ଡ ଟେକୁଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ऐसे व्यक्तियों का वर्ग या समूह जो किसी विशिष्ट (अच्छा या बुरा) उद्देश्य की सिद्धि के लिए सङ्घटित हुआ हो और मिल कर काम करता हो।
आजकल समाज में नित्य नये-नये दलों का उदय हो रहा है।ಅರ್ಥ : ଭୂଗୋଳରେ ଗରମ ଓ ଥଣ୍ଡା ଭିତ୍ତିରେ କରାଯାଇଥିବା ପୃଥିବୀର ପାଞ୍ଚ ଭାଗରୁ ଗୋଟିଏ ଭାଗ
ಉದಾಹರಣೆ :
ଉତ୍ତର ମେରୁ ହିମ ମଣ୍ଡଳରେ ଆସୁଅଛି
ಸಮಾನಾರ್ಥಕ : ଶୀତ କଟିବନ୍ଧ, ହିମ କଟିବଂଧ, ହିମ ମଣ୍ଡଳ
ಇತರ ಭಾಷೆಗಳಿಗೆ ಅನುವಾದ :
Any of the regions of the surface of the Earth loosely divided according to latitude or longitude.
geographical zone, zone