ಅರ್ಥ : ଗୋଟିଏ ଅନଧିକାରିକ ସମୂହ ବା ଦଳ ବା ଲୋକ
ಉದಾಹರಣೆ :
ଆମରି ବିଦ୍ୟାଳୟର ବୁଦ୍ଧିମାନଦଳ ଆଜି ଫିଲ୍ମ ଦେଖିବାକୁ ଯାଉଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଖୋଲା କଥାବାର୍ତ୍ତା ନିମନ୍ତେ ସାଧାରଣ ସଭା ବା ସମିତି
ಉದಾಹರಣೆ :
ସଂଗୋଷ୍ଠୀ କିଛି ସାଧାରଣ କଥା ଉପରେ ଆଲୋଚନା କରୁଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
A public meeting or assembly for open discussion.
forumಅರ್ಥ : ଗତିଶୀଳ ଭିଡ଼ ବା ଚାଲୁଥିବା ଅବସ୍ଥାର ଭିଡ଼ ଯାହା କେଉଁଠାରୁ ଆସୁଥାଏ ବା ଯାଉଥାଏ
ಉದಾಹರಣೆ :
ଲୋକମାନଙ୍କ ଦଳର ଆଗେଆଗେ ଜଣେ ଯୁବକ ଚାଲୁଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବିଶେଷ ମତ ଉପରେ ସମର୍ଥନ କରୁଥିବା ଲୋକଙ୍କ ସମାହାର
ಉದಾಹರಣೆ :
ଆପଣ କେଉଁ ଦଳର ?
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବିଷୟରେ ହେଉଥିବା କଥା ବାର୍ତ୍ତା
ಉದಾಹರಣೆ :
ସେଠାରେ ଯୌତୁକ ପ୍ରଥା ଉପରେ ଆଲୋଚନା ହେଉଛି
ಸಮಾನಾರ್ಥಕ : ଆଲୋଚନା, ଚର୍ଚ୍ଚା, ପରିଚର୍ଚ୍ଚା, ମିଟିଙ୍ଗ, ସଂଗୋଷ୍ଠୀ
ಇತರ ಭಾಷೆಗಳಿಗೆ ಅನುವಾದ :
किसी तथ्य, विषय, पुस्तक आदि की विशेष तथा विस्तृत रूप से की जानेवाली चर्चा।
वहाँ हिन्दू समाज के उत्थान के ऊपर परिचर्चा की जा रही है।An exchange of views on some topic.
We had a good discussion.