ବିଷମ (ବିଶେଷ୍ୟ)
ଚାରି ପାଦରେ ଅକ୍ଷର ସଂଖ୍ୟା ସମାନ ନଥିବା ଛନ୍ଦ
ମନ (ବିଶେଷ୍ୟ)
ପ୍ରାଣୀମାନଙ୍କ ମଧ୍ୟରେ ଅନୁଭବ, ସଙ୍କଳ୍ପ-ବିକଳ୍ପ,ଇଚ୍ଛା, ବିଚାରଆଦି କରିପାରିବା ଶକ୍ତି
ନରାଧିପ (ବିଶେଷ୍ୟ)
କୌଣସି ଦେଶର ପ୍ରଧାନ ଶାସକ ଏବଂ ସ୍ୱାମୀ
ପ୍ରଭାକର (ବିଶେଷ୍ୟ)
ଆମ ସୌରଜଗତର ସବୁଠାରୁ ବଡ଼ ଓ ଜ୍ୱଳନ୍ତ ପିଣ୍ଡ ଯାହାଠାରୁ ସବୁ ଗ୍ରହକୁ ଉତ୍ତାପ ଓ ଆଲୋକ ମିଳେ
ଧୂର୍ତ୍ତ (ବିଶେଷ୍ୟ)
ଧୋକା ଦେବା ବ୍ୟକ୍ତି
ଅନୁଚିନ୍ତନହୀନତା (ବିଶେଷ୍ୟ)
କୌଣସି ବସ୍ତୁ କିମ୍ବା କଥାଆଦି ଉପରେ ବିଚାର ନକରିବାର ଅବସ୍ଥା ବା କ୍ରିୟା
ବିରାଡ଼ି (ବିଶେଷ୍ୟ)
ବାଘ, ଚିତାବାଘଆଦି ଜାତିର କିନ୍ତୁ ସେମାନଙ୍କଠୁଁ ଛୋଟ ଏକ ପଶୁ ଯାହାକୁ ପ୍ରାୟ ଘରେ ପାଳନ କରାଯାଇଥାଏ
ଅସହଜ (ବିଶେଷଣ)
ଯାହା ସହଜ ନୁହେଁ
ମଂଜୁଳ (ବିଶେଷଣ)
ମନକୁ ଲୋଭେଇବା
ପିତା (ବିଶେଷ୍ୟ)
ସେହି ବ୍ୟକ୍ତି ଯାହାଙ୍କଦ୍ୱାରା ସର୍ବପ୍ରଥମେ କୌଣସି ବିଚାର ବା ବିଚାରଧାରା ଓ ପ୍ରତିପାଦିତ କରାଯାଇଛି ବା କୌଣସି ସଂସ୍ଥାଆଦିର ସ୍ଥାପନା ହୋଇଛି