ପତ୍ର, ପତ୍ରିକା ଆଦିସହ ସଂପୃକ୍ତ ସମ୍ପାଦକଙ୍କଦ୍ୱାରା ଲିଖିତ ଅଂଶ
ସଦାବେଳେ ମୁଁ ଏହି ପତ୍ରିକାର ସମ୍ପାଦକୀୟ ପଢ଼େ
ସଂପାଦକୀୟ,
ସମ୍ପାଦକୀୟ
ସମ୍ବାଦ ପତ୍ରର ପୃଷ୍ଠା ,ସାରଣୀ ଆଦିରେ ଥିବା ସେହି ବିଭାଗ ଯେଉଁଥିରେ ଉପରୁ ତଳ ପର୍ଯ୍ୟନ୍ତ କିଛି ବିଶେଷ କଥା ,ଅଙ୍କ ଆଦି ଥାଏ
ଆପଣ କେଉଁ ସ୍ତମ୍ଭ ପଢ଼ୁଛନ୍ତି?
ସ୍ତମ୍ଭ