ମାନବ ନିର୍ମିତ ମାଟି ବା ପଥରର ଏକ ଲମ୍ବା କାନ୍ଥ ଯାହା ପାଣିକୁ ଅଟକାଇବା ବା କୌଣସି ସଡକର ସୁରକ୍ଷା ବା ସହାୟତାପାଇଁ ତିଆରି ହୋଇଥାଏ
ପାଣିକୁ ବାନ୍ଧି ରଖିବାପାଇଁ ଜଳାଶୟର ଏକପାର୍ଶ୍ୱରେ ଆଡ଼ିବନ୍ଧ ତିଆରି କରାଯାଇଛି
ଆଡ଼ିବଂଧ,
ଆଡ଼ିବନ୍ଧ,
ତଟବଂଧ,
ତଟବନ୍ଧ
ପାଣିକୁ ରୋକିବା ପାଇଁ ଅବା ପାଚେରୀକୁ ଟାଣ ରଖିବା ପାଇଁ ଏହାକୁ ଲଗାଇ ରଖାଯାଇଥିବା ଇଟା,ପଥର,ମାଟିର ଢେର
ବନ୍ୟାରେ ବନ୍ଧ ବି ଧୋଇଗଲା
ବନ୍ଧ