ଅର୍ଥ : ଭଣ୍ଡାରରେ ରଖିବା
ଉଦାହରଣ :
ସେ ଧାନକୁ କୋଠିରେ ଭରିଲେ
ସମକକ୍ଷ : ଗଚ୍ଛିତ କରିବା, ଭରିବା
ଅନ୍ୟ ଭାଷାରେ ଅନୁବାଦ :
Keep or lay aside for future use.
Store grain for the winter.ଅର୍ଥ : କୌଣସି ସ୍ଥାନରେ ବା ବସ୍ତୁ ଆଦିରେ ରଖା ହୋଇଥିବା ପଦାର୍ଥ ଆଦିକୁ ଅନ୍ୟ ଜାଗାରେ ବା ବସ୍ତୁ ଆଦିରେ ରଖିବା
ଉଦାହରଣ :
ଏହି ଗରାର ପାଣିକୁ ଅନ୍ୟ ଗରାରେ ଢାଳିଦିଅ
ସମକକ୍ଷ : ଢାଳିବା, ଭର୍ତ୍ତି କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାର ହାତରେ ଦେବା ବା ରଖିବା
ଉଦାହରଣ :
ରାମୁ ବଳଦର ଦଉଡ଼ି ମୋ ହାତରେ ଧରାଇଲା
ସମକକ୍ଷ : ଧରାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସ୍ଥିତ କରିବା
ଉଦାହରଣ :
ସିନ୍ଦୁକରେ ମୂଲ୍ୟବାନ ଜିନିଷ ଯତ୍ନରେ ରଖାଯାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମନରେ ସବୁବେଳେ ରାଗଆଦି ବଜାୟ ରଖିବା
ଉଦାହରଣ :
ମନରେ ଆଦୌ ରାଗ ରଖ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
ଉଦାହରଣ :
କୋଠରୀକୁ ସଫା ରଖ ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
ସମକକ୍ଷ : ଚଳାଇବା, ଧାରଣ କରିବା, ନିର୍ବାହ କରିବା, ସ୍ଥାପନ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी निश्चित या विशेष स्थिति आदि में रखना।
कमरे को साफ रखो।ଅର୍ଥ : ନିଜେ ସୁରକ୍ଷାରେ ରଖିବା ବା ଅଧିକାରକୁ ଆଣିବା
ଉଦାହରଣ :
ପଡ଼ୋଶୀଙ୍କ ଗହଣା ମୁଁ ନିଜ ପାଖରେ ରଖିଛି ସେ ଗୋଟେ ଗାଈ ରଖିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ପରୀକ୍ଷା ଆଦିରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ପାଇବା ବା ମୂଲ୍ୟାଙ୍କନ କରାଯିବା
ଉଦାହରଣ :
ଏହି ପରୀକ୍ଷାରେ ସେ ଭଲ ନମ୍ବର ରଖିଲା
ସମକକ୍ଷ : ପାଇବା, ପ୍ରାପ୍ତହେବା, ମିଳିବା
ଅନ୍ୟ ଭାଷାରେ ଅନୁବାଦ :
* किसी परीक्षा आदि में एक निश्चित अंक पाना या मूल्याकंन किया जाना।
इस परीक्षा में उसने अच्छे अंक पाए।Achieve a certain score or rating on a test.
She tested high on the LSAT and was admitted to all the good law schools.ଅର୍ଥ : କାମରେ ଲଗେଇବା
ଉଦାହରଣ :
ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
ସମକକ୍ଷ : କାମ ଦେବା, ଚାକିରି ଦେବା, ନିଯୁକ୍ତ କରିବା, ନିଯୁକ୍ତି ଦେବା, ଭର୍ତ୍ତି କରିବା
ଅନ୍ୟ ଭାଷାରେ ଅନୁବାଦ :
काम पर लगाना।
इस काम के लिए उसने सात आदमियों को नियुक्त किया।ଅର୍ଥ : କାମରେ ଆସିବା ବା ଖର୍ଚ୍ଚ ହେବାରୁ ରୋକିବା
ଉଦାହରଣ :
ମନୋହର କଞ୍ଜୁଷି ଯୋଗୁଁ ବହୁତ ଟଙ୍କା ବଞ୍ଚାଇଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
ଉଦାହରଣ :
ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମନରେ ଧାରଣ କରିବା ବା ଜ୍ଞାନ, ଗୁଣଆଦି ଯୁକ୍ତହେବା
ଉଦାହରଣ :
ସେ ବିଜ୍ଞାନ ବିଷୟରେ ବହୁତ ଖବର ରଖୁଛି
ଅନ୍ୟ ଭାଷାରେ ଅନୁବାଦ :