ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୈଠକ ଖାନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୈଠକ ଖାନା   ବିଶେଷ୍ୟ

ଅର୍ଥ : ଘରର ବାହାର ଆଡ଼କୁ ଥିବା କୋଠରି ଯେଉଁଠି ମୁରବି ଲୋକ ବସନ୍ତି ଏବଂ ସବୁ ଲୋକଙ୍କ ସହ ସାକ୍ଷାତ କରନ୍ତି

ଉଦାହରଣ : ବୈଠକଖାନାରେ ଅତିଥି ଆପଣଙ୍କୁ ଅପେକ୍ଷା କରିଛନ୍ତି

ସମକକ୍ଷ : ବୈଠକ ଘର

घर के बाहरी भाग का वह कमरा जहाँ बड़े आदमी बैठते और सब लोगों से मिलते हैं।

अतिथि बैठक में आपका इंतज़ार कर रहे हैं।
दीवान-ख़ाना, दीवान-खाना, दीवानख़ाना, दीवानखाना, बरोठा, बैठक, हाल, हॉल

A room in a private house or establishment where people can sit and talk and relax.

front room, living room, living-room, parlor, parlour, sitting room