ଅର୍ଥ : ପରିଣାମ ବା ବିସ୍ତାରରେ ଅଧିକ କରିବା ବା ବିସ୍ତାରିତ କରିବା
ଉଦାହରଣ :
ବୌଦ୍ଧମାନେ ବୌଦ୍ଧଧର୍ମକୁ କେତେକ ଦେଶରେ ପ୍ରସାରିତ କଲେ
ସମକକ୍ଷ : ପ୍ରସାର କରିବା, ପ୍ରସାରିତ କରିବା, ବଢ଼େଇବା
ଅନ୍ୟ ଭାଷାରେ ଅନୁବାଦ :
परिमाण या विस्तार में अधिक करना या विस्तारित करना।
बौद्धों ने बौद्ध धर्म को कई देशों में फैलाया।Distribute or disperse widely.
The invaders spread their language all over the country.