ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫୌଜଦାରୀ ନ୍ୟାୟାଳୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେଉଁ ନ୍ୟାୟାଳୟରେ ଅପରାଧସମ୍ବନ୍ଧୀୟ ମାମଲାର ଶୁଣାଣି ହୁଏ

ଉଦାହରଣ : ଏହି ମକଦମା ଫୌଜଦାରୀ ଅଦାଲତରେ ଚାଲୁଛି

ସମକକ୍ଷ : ଫୌଜଦାରୀ ଅଦାଲତ, ଫୌଜଦାରୀ କୋର୍ଟ

A court having jurisdiction over criminal cases.

criminal court