ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁର ଗୁଣ, ତତ୍ତ୍ୱଆଦିରେ କମ୍ ହେବା
ଉଦାହରଣ : ଏହି ସେୟାରର ଦାମ ଅବିଛିନ୍ନ ଭାବେ କମି ଯାଉଛି ଅବିଛିନ୍ନ ଭାବେ ଚାଲୁଥିବା କାରଣରୁ ପ୍ରାକୃତିକ ଶକ୍ତି ହ୍ରାସ ହୋଇଚାଲିଛି
ସମକକ୍ଷ : କମି ଯିବା, କମ୍ ହେବା, ହ୍ରାସ ହେବା
किसी वस्तु के गुणों, तत्वों आदि में कमी होना।
Decrease in size, extent, or range.
ଅର୍ଥ : ଶରୀର କ୍ଷୀଣ ହେବା
ଉଦାହରଣ : ସେ ଧିରେଧିରେ ଦୁର୍ବଳ ହେଉଛି
ସମକକ୍ଷ : ଦୁର୍ବଳ ହେବା, ଶୁଖି ଯିବା
शरीर का क्षीण होना।
ସଂସ୍ଥାପନ କରନ୍ତୁ