ଅର୍ଥ : ବହୁତ ଅଧିକ କାମ ବା ପରିଶ୍ରମ କରିବା
ଉଦାହରଣ :
ମୂଲିଆ ଦିନସାରା ଖଟିଥାଏ, ତେବେ ଯାଇ ତାବଦଳରେ ମୁଠେ ଅନ୍ନ ବା ଦୁଇ ପଟ ରୁଟି ସଂଗ୍ରହ କରିପାରେ
ସମକକ୍ଷ : ଖଟିବା, ପରିଶ୍ରମ କରିବା, ମୂଲଲାଗିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ଘଟଣା ଆଦି ଘଟିବାର କାରଣ ହେବା ବା ପରିଣାମ ରୂପରେ ଆସିବା ବା ହେବା
ଉଦାହରଣ :
ମୁଁ କିଛି ଚମତ୍କାର କରିନାହିଁ
ସମକକ୍ଷ : କରିବା, କାର୍ଯ୍ୟ କରିବା
ଅନ୍ୟ ଭାଷାରେ ଅନୁବାଦ :
* कोई घटना आदि घटने का कारण होना या परिणाम के रूप में आना या होना।
मैंने कोई चमत्कार नहीं किया।ଅର୍ଥ : ବିଶେଷକରି ଆଶାନୁରୂପ ପ୍ରଭାବ ପଡ଼ିବା ବା ଫଳାଫଳ ଆସିବା
ଉଦାହରଣ :
ଏହି ଔଷଧ ଭୋଜନପରେ ଖାଇଲେ ହିଁ କାମକରେ
ସମକକ୍ଷ : କାମ ଦେବା, ଫଳପ୍ରଦ ହେବା, ଫଳପ୍ରସୂ ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : (ଅତୀତ କାଳରେ ବ୍ୟବହୃତ) ଅଭ୍ୟାସବଶତଃ କୌଣସି କାମ କରିଚାଲିବା
ଉଦାହରଣ :
ମୁଁ ପିଲାଦିନେ ଅନେକ ମିଠେଇ ଉଦରସ୍ଥ କରୁଥିଲି
ସମକକ୍ଷ : କରିବା, କାର୍ଯ୍ୟ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅସ୍ଥାୟୀ ରୂପରେ କୌଣସି ବ୍ୟକ୍ତିର ସ୍ଥାନରେ କାମ କରିବା ଓ ତାଙ୍କ ଦାୟିତ୍ୱ ତୁଲାଇବା
ଉଦାହରଣ :
ବିଜୟ ଛୁଟିରେ ଥିବା କାରଣରୁ ଦୀପକ ତା କାମ କରିବ
ସମକକ୍ଷ : ଦାୟିତ୍ୱ ତୁଲାଇବା
ଅନ୍ୟ ଭାଷାରେ ଅନୁବାଦ :
* अस्थाई रूप से किसी की जगह पर काम करना और उसके उत्तरदायित्वों को निभाना।
गजा के छुट्टी पर जाने के कारण दीपक उसका भी काम करेगा।Help out by taking someone's place and temporarily assuming his responsibilities.
She is covering for our secretary who is ill this week.ଅର୍ଥ : କୌଣସି କାର୍ଯ୍ୟ କରିବା
ଉଦାହରଣ :
ଏହି କାମ କରିସାରି ମୁଁ ଆପଣଙ୍କ କାମ କରିବି
ସମକକ୍ଷ : କରିବା, କାର୍ଯ୍ୟ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी कार्य को करना।
यह काम करने के बाद मैं आपका काम करूँगा।Exert oneself by doing mental or physical work for a purpose or out of necessity.
I will work hard to improve my grades.ଅର୍ଥ : ପ୍ରୟୋଗ କଲାବେଳେ ଏକ ବିଶେଷ ଉପାୟରେ ବ୍ୟବହାର କରିବା
ଉଦାହରଣ :
କୋମଳ ଧାତୁ ଭଲରୂପେ କାମକରେ
ସମକକ୍ଷ : କାମ ଦେବା, ବ୍ୟବହୃତ ହେବା
ଅନ୍ୟ ଭାଷାରେ ଅନୁବାଦ :
Behave in a certain way when handled.
This dough does not work easily.ଅର୍ଥ : ବେତନ ନେଇ କୌଣସି କାମ କରିବା
ଉଦାହରଣ :
ମୋହନ ଏକ ବୃହତ୍ତ ସଂସ୍ଥାରେ ଚାକିରି କରୁଛି
ସମକକ୍ଷ : ଚାକିରି କରିବା, ନୌକରି କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆଚରଣ କିମ୍ବା ବ୍ୟବହାରରେ ହେବା ବା ଆସିବା ବା ପ୍ରୟୋଗ କଲେ ଆଶାନୁରୂପ କାମ କରିବା
ଉଦାହରଣ :
ମୋର ଦଶ ବର୍ଷର ପୁରୁଣା କାର ଆଜି ମଧ୍ୟ ଚାଲୁଅଛି
ସମକକ୍ଷ : ଉପଯୋଗରେ ଆସିବା, ଚାଲିବା
ଅନ୍ୟ ଭାଷାରେ ଅନୁବାଦ :
आचरण या व्यवहार में होना या आना या प्रयोग करने पर आशानुरूप काम करना।
मेरी दस साल पुरानी कार आज भी चल रही है।