ପ୍ରତ୍ୟାଖ୍ୟାନ (ବିଶେଷ୍ୟ)
କୌଣସି ବସ୍ତୁ, କଥା ଆଦି ସ୍ୱୀକାର ନ କରିବାର ପ୍ରକ୍ରିୟା
ଅବକାଶ (ବିଶେଷ୍ୟ)
କାମ ବନ୍ଦ ହେବାର ସେହି ଦିନ, ଯେଉଁଦିନ ନିୟମିତ ରୂପରେ ଲୋକେ କାମରେ ଉପସ୍ଥିତ ରହନ୍ତି ନାହିଁ
ପ୍ରତିଶବ୍ଦ (ବିଶେଷ୍ୟ)
ସେ ଧ୍ୱନି ବା ଶବ୍ଦ ଯାହା ନିଜର ଉତ୍ପତ୍ତି ସ୍ଥାନରୁ ବାହାରି କେଉଁଠାରୁ ବାଧାପାଇ ଫେରେ ଏବଂ ପୁଣି ତାହା ଶୁଣିବାକୁ ମିଳେ
ଅଭିଧାନ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ଅନୁମୋଦିତ (ବିଶେଷ୍ୟ)
କାହାରିକୁ କୌଣସି ବିଶେଷ ଅବସ୍ଥାରେ କୌଣସି କାର୍ଯ୍ୟ କରିବା ଅଥବା କର୍ତ୍ତବ୍ୟ ବା ଦାୟିତ୍ୱ ପୂରାକରିବା ନିମନ୍ତେ ମିଳୁଥିବା ଅନୁମତି
ମାନଦଣ୍ଡ (ବିଶେଷ୍ୟ)
ମଧ୍ୟମାନ ବା ପରିବର୍ତ୍ତନଶୀଳ ପରିସଂଖ୍ୟାନ ଭଳି କୌଣସି ମାତ୍ରା ଯାହା ସାଂଖ୍ୟିକୀୟ ଜନସଂଖ୍ୟାର ବିଶେଷତା ବତାଏ ଏବଂ ଯାହାର ନମୁନା ଡେଟାରୁ ଗଣନା କରି ଆକଳନ କରାଯାଇପାରେ
ବିଭବ (ବିଶେଷ୍ୟ)
ଟଙ୍କା-ପଇସା, ସୁନା-ରୂପା,ଜମି-ଜମା ଇତ୍ୟାଦି
ଅମରକୋଷ (ବିଶେଷ୍ୟ)
ଅମର ସିଂହଙ୍କଦ୍ୱାରା ରଚିତ ଗୋଟିଏ ଶବ୍ଦକୋଷ
ଶାସନ (ବିଶେଷ୍ୟ)
ଅଧିକାର, ବଳ ବା ସାମର୍ଥ୍ୟର ଉପଭୋଗ କରି ଯେଉଁ ଶକ୍ତି ନିଜ କାମ କରେ
ବିଫଳ ହେବା (କ୍ରିୟାପଦ)
ପୂର୍ଣ୍ଣ ରୂପରେ ସଫଳ ନହେବା ବା ପତନ ଘଟିବା