ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ୭୫ ଶବ୍ଦର ଅର୍ଥ ଏବଂ ଉଦାହରଣ ।

୭୫   ବିଶେଷ୍ୟ

ଅର୍ଥ : ସତୁରି ଏବଂ ପାଞ୍ଚ ମିଶି ପ୍ରାପ୍ତ ସଂଖ୍ୟା

ଉଦାହରଣ : ପନ୍ଦରର ପାଞ୍ଚଗୁଣା ପଞ୍ଚସ୍ତରି ହୁଏ

ସମକକ୍ଷ : 75, ପଞ୍ଚସ୍ତରି


ଅନ୍ୟ ଭାଷାରେ ଅନୁବାଦ :

सत्तर और पाँच के योग से प्राप्त संख्या।

पंद्रह का पाँच गुना पचहत्तर होगा।
75, पचहत्तर, ७५

୭୫   ବିଶେଷଣ

ଅର୍ଥ : ସତର ଏବଂ ପାଞ୍ଚ

ଉଦାହରଣ : ପଞ୍ଚସ୍ତରୀ ବର୍ଷ ହେଲେବି ମୋ ଜେଜେ ସହଜରେ ସିଡ଼ି ଚଢ଼ିପାରନ୍ତି

ସମକକ୍ଷ : ପଞ୍ଚସ୍ତରୀ


ଅନ୍ୟ ଭାଷାରେ ଅନୁବାଦ :

सत्तर और पाँच।

पचहत्तर साल के होने के बाद भी दादाजी सीढ़ियाँ आसानी से चढ़ लेते हैं।
75, पचहत्तर, ७५

Being five more than seventy.

75, lxxv, seventy-five