ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହୃଦଘାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହୃଦଘାତ   ବିଶେଷ୍ୟ

ଅର୍ଥ : ଯେଉଁ ଅବସ୍ଥାରେ ହୃଦୟ କାମ କରିବା ବନ୍ଦ ହୋଇଯାଏ

ଉଦାହରଣ : ମାନସିକ ଚାପ ମଧ୍ୟ ହୃଦଘାତର କାରଣ ହୋଇପାରେ

ସମକକ୍ଷ : ହାର୍ଟ ଆଟାକ୍


ଅନ୍ୟ ଭାଷାରେ ଅନୁବାଦ :

वह घटना जिसमें हृदय काम करना बंद कर देता है।

मानसिक तनाव भी हृदयाघात का कारण होता है।
हार्ट अटैक, हार्टअटैक, हृदयाघात

A sudden severe instance of abnormal heart function.

heart attack