ଅର୍ଥ : ମନରେ ଉତ୍ପନ୍ନ ହେଉଥିବା ଏକ ସୁଖଦାୟକ ମନୋବେଗ ଯାହା କୌଣସି ପ୍ରିୟ ବା ଅଭିଷ୍ଟ କାମ କରିବା ନିମନ୍ତେ ହୋଇଥାଏ
ଉଦାହରଣ :
କନ୍ୟା ମନରେ ପ୍ରିୟତମ ସହ ମିଳନ ନିମନ୍ତେ ଉତ୍ସାହର ଢ଼େଉ ଖେଳିଯାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ରାଗ
ଉଦାହରଣ :
ଗାୟକ ହିଡୋଲ ରାଗ ଗାଇବାରେ ମସ୍ତ ଅଛନ୍ତି
ସମକକ୍ଷ : ହିଡୋଲ, ହିଡୋଲ ରାଗ, ହିଲ୍ଲୋଳ ରାଗ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ରତିବନ୍ଧ
ଉଦାହରଣ :
କାମଶାସ୍ତ୍ରରେ ହିଲ୍ଲୋଳର ବର୍ଣ୍ଣନା ମିଳେ
ଅନ୍ୟ ଭାଷାରେ ଅନୁବାଦ :