ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହାତୀତାଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହାତୀତାଳ   ବିଶେଷ୍ୟ

ଅର୍ଥ : ହାତୀଗୁଡ଼ିକଙ୍କ କାନ ଫଟଫଟ କରିବା ଶବ୍ଦ

ଉଦାହରଣ : ଆମେ ହାତୀତାଳ ଶୁଣି ଚମକି ପଡ଼ିଲୁ

ସମକକ୍ଷ : ହାତୀକାନ ତାଳି


ଅନ୍ୟ ଭାଷାରେ ଅନୁବାଦ :

हाथियों के कान फटफटाने का शब्द।

गजताल सुनकर हम चौकन्ने हो गए।
गजताल