ଅର୍ଥ : ଯେ ହାତରେଖା ଦେଖି କୌଣସି ବ୍ୟକ୍ତିର ଅତୀତ, ଭବିଷ୍ୟତ, ଓ ବର୍ତ୍ତମାନ ସମ୍ପର୍କରେ କହନ୍ତି
ଉଦାହରଣ :
ଅରୁଣାର ମଉସା ବହୁଚର୍ଚ୍ଚିତ ହସ୍ତରେଖାବିଦ୍
ସମକକ୍ଷ : ହସ୍ତରେଖାବିତ୍, ହସ୍ତରେଖାବିଦ୍, ହାତଦେଖାଳି
ଅନ୍ୟ ଭାଷାରେ ଅନୁବାଦ :
वह जो हाथ की रेखा देखकर व्यक्ति का भूत,भविष्य और वर्तमान बताता हो।
अरुणा के मौसाजी बहुचर्तित हस्तरेखाविद् हैं।