ଅର୍ଥ : ଗୋଟିଏ ଅସ୍ତ୍ର
ଉଦାହରଣ :
ବଳରାମଙ୍କ ଅସ୍ତ୍ର ହଳ ଥିଲା ଯେଉଁଥିପାଇଁ ତାଙ୍କୁ ହଳଧର ମଧ୍ୟ କୁହାଯାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକା ପ୍ରକାରର ଏବଂ ଏକାସହିତ କାମରେ ଆସୁଥିବା ଦୁଇଟି ଜିନିଷ ଯାହାକୁ ଏକକ ରୂପେ ଗ୍ରହଣ କରାଯାଏ
ଉଦାହରଣ :
ମୋ ଝିଅର ବର୍ଷକୁ ପାଞ୍ଚ ଯୋଡ଼ା ଚପଲ ଦରକାର ହୁଏ
ସମକକ୍ଷ : ଯୋଡ଼ା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜମି ଚାଷ କରିବାପାଇଁ ବ୍ୟବହୃତ ଏକ ଉପକରଣ
ଉଦାହରଣ :
କୃଷକ ବିଲରେ ହଳ କରୁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହଳ କରିବା କ୍ରିୟା
ଉଦାହରଣ :
ସେ କ୍ଷେତରେ ହଳ କରୁଛି ଚାଷ ପରେ ଜମିରେ ଜଳସେଚନ ହେବ
ସମକକ୍ଷ : କର୍ଷଣ
ଅନ୍ୟ ଭାଷାରେ ଅନୁବାଦ :