ଅର୍ଥ : ବାରମ୍ବାର ଆଗପଛ, ତଳଉପର ବା ଏପାଖ ସେପାଖ ହେବା
ଉଦାହରଣ :
ସବୁଜଫସଲ ପବନରେ ଦୋଳି ଖେଳୁଛି
ସମକକ୍ଷ : ଦୋଳି ଖେଳିବା, ଲହରୀ ଭାଙ୍ଗିବା, ଲହରୀଖେଳିବା
ଅନ୍ୟ ଭାଷାରେ ଅନୁବାଦ :
बार-बार आगे-पीछे, ऊपर-नीचे या इधर-उधर होना।
हरी-भरी फसलें हवा में लहरा रही हैं।To extend, wave or float outward, as if in the wind.
Their manes streamed like stiff black pennants in the wind.ଅର୍ଥ : ନିଶାରେ ମୁଣ୍ଡ ଓ ଦେହକୁ ଆଗପଛ ଓ ଏପାଖ ସେପାଖ କରି ହଲେଇବା
ଉଦାହରଣ :
ପିଲାଏ ମସ୍ତିରେ ଝୁଲୁଥିଲେମଦୁଆ ଲୋକ ମଦ ନିଶାରେ ଝୁଲୁଛି
ସମକକ୍ଷ : ଝୁଲିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିଜ ଜାଗାରୁ ଅଳ୍ପ ଆଗକୁ ବଢ଼ିବା ବା ଏପାଖ ସେପାଖ ହେବା
ଉଦାହରଣ :
କହିବାପରେ ମଧ୍ୟ ସେ ନିଜ ଜାଗାରୁ ହଲିଲା ନାହିଁ
ସମକକ୍ଷ : ହଟିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିଜ ସ୍ଥାନରୁ ଏପଟ ସେପଟ ହେବା
ଉଦାହରଣ :
ପବନରେ ଗଛର ପତ୍ରଗୁଡ଼ିକ ହଲୁଛି
ସମକକ୍ଷ : ଦୋହଲିବ
ଅନ୍ୟ ଭାଷାରେ ଅନୁବାଦ :
अपने स्थान पर कुछ इधर-उधर होना।
हवा में पत्ते हिल रहे हैं।