ଅର୍ଥ : ଯାହା ସ୍ୱାର୍ଥରେ ଭରା ହୋଇଛି ବା ନିଜ ମତଲବ ବାହାର କରିବା ବ୍ୟକ୍ତି
ଉଦାହରଣ :
ଆଜିର ସମାଜ ସ୍ୱାର୍ଥୀମାନଙ୍କରେ ଭରା
ଅନ୍ୟ ଭାଷାରେ ଅନୁବାଦ :
वह जो स्वार्थ से भरा हुआ हो या अपना मतलब निकालनेवाला हो।
आज का समाज स्वार्थियों से भरा हुआ है।ଅର୍ଥ : ଯେ ସ୍ୱାର୍ଥରେ ଭରିଯାଇଛି ବା ନିଜ ମତଲବରେ ଥିବା ଲୋକ
ଉଦାହରଣ :
ସ୍ୱାର୍ଥୀ ଲୋକଙ୍କଠାରୁ ଦୂରରେ ରୁହ
ସମକକ୍ଷ : ସ୍ୱାର୍ଥ, ସ୍ୱାର୍ଥପରାୟଣ
ଅନ୍ୟ ଭାଷାରେ ଅନୁବାଦ :
जो स्वार्थ से भरा हुआ हो या अपना मतलब निकालनेवाला हो।
स्वार्थी लोगों से दूर रहो।Concerned chiefly or only with yourself and your advantage to the exclusion of others.
Selfish men were...trying to make capital for themselves out of the sacred cause of civil rights.