ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆପଣା କୁଳର ଲୋକ
ଉଦାହରଣ : ସ୍ୱଜନ କଲ୍ୟାଣ ଭାବନାରେ କାମ କରିବା ସମାଜର ହିତରେ ନୁହେଁ
ସମକକ୍ଷ : କୁଟୁମ୍ବୀ, ପରିଜନ, ଭାଇବନ୍ଧୁ
ଅନ୍ୟ ଭାଷାରେ ଅନୁବାଦ :हिन्दी
अपने कुल के लोग।
ଅର୍ଥ : ଯାହାର ଆତ୍ମୀୟଙ୍କ ସହିତ ସମ୍ବନ୍ଧ ବା ସଂପର୍କ ଥାଏ
ଉଦାହରଣ : ଆତ୍ମୀୟଙ୍କଠାରୁ କଣ ଲୁଚେଇବି, ଆପଣ ତ ସବୁ ଜାଣନ୍ତି
ସମକକ୍ଷ : ଆତ୍ମୀୟ, ଜ୍ଞାତି
वह जिसका अपने से संबंध या नाता हो।
ଅର୍ଥ : ସେହି ବ୍ୟକ୍ତି ଯାହା ସହିତ କୌଣସି ସଂପର୍କ ଅଛି
ଉଦାହରଣ : ମୋର ଜଣେ ସଂପର୍କୀୟ ଦିଲ୍ଲୀରେ ରହନ୍ତି
ସମକକ୍ଷ : ବାନ୍ଧବ, ସଂପର୍କୀୟ, ସମ୍ପର୍କୀୟ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह व्यक्ति जिससे कोई रिश्ता हो।
A person related by blood or marriage.
ସଂସ୍ଥାପନ କରନ୍ତୁ