ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ପେନିସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ପେନିସ   ବିଶେଷ୍ୟ

ଅର୍ଥ : ସ୍ପେନ ଲୋକମାନଙ୍କର ଭାଷା

ଉଦାହରଣ : ରାନକୁ ଇଂରାଜୀ, ସ୍ପେନିସ ତଥା ଫ୍ରେଞ୍ଚ ଆସେ

ସମକକ୍ଷ : ସ୍ପେନ ଭାଷା


ଅନ୍ୟ ଭାଷାରେ ଅନୁବାଦ :

लैटिन भाषा से व्युत्पन्न एक भाषा जो स्पेन के अधिकांश भाग तथा उसके द्वारा उपनिवेशित देशों में बोली जाती है।

रॉन को अंग्रेज़ी, स्पेनी तथा फ्रेंच आती है।
स्पेनिश, स्पेनी, स्पेनी भाषा, स्पेनी-भाषा, स्पैनिश

The Romance language spoken in most of Spain and the countries colonized by Spain.

spanish

ଅର୍ଥ : ଯେଉଁ ଲିପିରେ ସ୍ପେନ ଭାଷା ଲେଖାଯାଏ

ଉଦାହରଣ : କଣ ତୁମେ ମୋତେ ସ୍ପେନିସ ଲେଖା ଶିଖାଇ ପାରିବ?

ସମକକ୍ଷ : ସ୍ପେନ ଲିପି

ଅର୍ଥ : ସ୍ପେନ ନିବାସୀ

ଉଦାହରଣ : ସେ ଜଣେ ସ୍ପେନବାସୀଙ୍କ ସହିତ ଦୁର୍ବ୍ୟବହାର କଲେ

ସମକକ୍ଷ : ସ୍ପେନବାସୀ, ସ୍ପେନୀୟ


ଅନ୍ୟ ଭାଷାରେ ଅନୁବାଦ :

स्पेन का निवासी।

उन्होंने एक स्पेनी के साथ दुर्व्यवहार किया।
स्पेन-वासी, स्पेनवासी, स्पेनिश, स्पेनी, स्पैनिश

The people of Spain.

spanish, spanish people