ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ଥିର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ଥିର   ବିଶେଷଣ

ଅର୍ଥ : ଯିଏ ନିଜ ସ୍ଥାନରୁ ହଲେନାହିଁ

ଉଦାହରଣ : ପର୍ବତସବୁ ସ୍ଥିର

ସମକକ୍ଷ : ଅଟଳ, ଅବିଚଳ, ଅବିଚଳିତ, ଗତିହୀନ, ଦୃଢ଼, ନିଶ୍ଚଳ


ଅନ୍ୟ ଭାଷାରେ ଅନୁବାଦ :

जो अपने स्थान से हटे नहीं या जिसे हटाया न जा सके।

पर्वत स्थिर होते हैं।
अचल, अटल, अडिग, अडोल, अनपाय, अनपायी, अपेल, अलोल, अविचल, अविचलित, कायम, खड़ा, गतिहीन, थिर, दृढ़, निश्चल, स्थिर

ଅର୍ଥ : ଯେ ବିଚଳିତ ନୁହେଁ

ଉଦାହରଣ : ଅବିଚଳିତ ବ୍ୟକ୍ତି ନିଜ ଲକ୍ଷ ସହଜରେ ହାସଲ କରିପାରେ

ସମକକ୍ଷ : ଅଚଞ୍ଚଳ, ଅବିଚଳିତ


ଅନ୍ୟ ଭାଷାରେ ଅନୁବାଦ :

जो विचलित न हो।

अविचलित व्यक्ति अपनी मंजिल आसानी से पा लेता है।
अडिग, अविचल, अविचलित, दृढ़

ଅର୍ଥ : ଯେ ବଶରେ ନାହିଁ

ଉଦାହରଣ : ଅର୍ଜୁନ କହିଲେ, ହେ ମାଧବ! ଏହି ଚଞ୍ଚଳ ମନକୁ ବଶ କରିବାପାଇଁ ଉପାୟ ବତାନ୍ତୁ

ସମକକ୍ଷ : ଆୟତ୍ତ, ବଶହୀନ


ଅନ୍ୟ ଭାଷାରେ ଅନୁବାଦ :

जो वश में न हो।

अर्जुन ने कहा कि हे माधव! इस अवश्य मन को वश में करने का उपाय बताइये।
अवश्य, वश से परे

ଅର୍ଥ : ଯିଏ ଚଞ୍ଚଳ ନୁହେଁ

ଉଦାହରଣ : ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି

ସମକକ୍ଷ : ଅଚଞ୍ଚଳ, ଗମ୍ଭୀର, ଥଣ୍ଡା ମିଜାଜ୍, ଶାନ୍ତ, ସୌମ୍ୟ


ଅନ୍ୟ ଭାଷାରେ ଅନୁବାଦ :

Completely lacking in playfulness.

serious, sober, unplayful

ଅର୍ଥ : ଯାହା ପ୍ରବାହିତ ହେଇନାହିଁ

ଉଦାହରଣ : ଅପ୍ରବାହିତ ଜଳରେ ବହୁତ ପ୍ରକାର ରୋଗ ଜୀବାଣୁ ମିଳନ୍ତି

ସମକକ୍ଷ : ଅଟକିଥିବା, ଅପ୍ରବାହିତ, ଗତିହୀନ, ଜମିଥିବା, ପ୍ରବାହହୀନ, ଶାନ୍ତ


ଅନ୍ୟ ଭାଷାରେ ଅନୁବାଦ :

जो प्रवाहित न हो।

अप्रवाहित जल में बहुत सारे रोगों के जीवाणु मिलते हैं।
अप्रवाहित, खड़ा, गतिहीन, ठहरा, थमा, प्रवाहहीन, रुका, शांत, शान्त, स्थिर, होर

Not circulating or flowing.

Dead air.
Dead water.
Stagnant water.
dead, stagnant

ଅର୍ଥ : ଅଟକିଥିବା

ଉଦାହରଣ : ଅଟକିଥିବା କାମ ପୁଣି ଆରମ୍ଭ କରିଦିଆଗଲା

ସମକକ୍ଷ : ଅଟକ, ଅଟକିଥିବା, ଗତିହୀନ, ବନ୍ଦ, ସ୍ଥଗିତ


ଅନ୍ୟ ଭାଷାରେ ଅନୁବାଦ :

रुका हुआ।

ठहरा काम पुनः प्रारंभ कर दिया गया है।
अवरत, गतिहीन, ठप, ठप्प, ठहरा, थमा, बंद, बन्द, रुका, विश्रांत, विश्रान्त, स्थिर

Not in operation or operational.

The oven is off.
The lights are off.
off

ଅର୍ଥ : ଯେଉଁଥିରେ ପରିବର୍ତ୍ତନ ବା ଉତ୍ଥାନ-ପତନ ନ ଥାଏ

ଉଦାହରଣ : କିଛି ବସ୍ତୁ ସ୍ଥିର ତାପମାନରେ ରଖାଯାଏ


ଅନ୍ୟ ଭାଷାରେ ଅନୁବାଦ :

जिसमें बदलाव या उतार-चढ़ाव न हो या एक ही स्थिति में रहनेवाला।

कुछ वस्तुओं को स्थिर तापमान पर रखा जाता है।
स्थिर

ଅର୍ଥ : ବିନା ହଲିଥିବା

ଉଦାହରଣ : ସ୍ଥିର ଜଳରେ ହିଁ ପ୍ରତିବିମ୍ବ ସ୍ପଷ୍ଟ ଦେଖିବାକୁ ମିଳେ

ସମକକ୍ଷ : ଶାନ୍ତ


ଅନ୍ୟ ଭାଷାରେ ଅନୁବାଦ :

बिना हिलाया हुआ।

अधुत जल में ही प्रतिबिंब स्पष्ट दिखाई पड़ती है।
अधुत, अधूत

ଅର୍ଥ : ଯେଉଁଥିରେ ଗତି ନାହିଁ କିନ୍ତୁ ସେଥିରେ ଗତି ଦିଆଯାଇପାରିବ

ଉଦାହରଣ : ଗତିହୀନ କାର୍ ଅଚାନକ ଚାଲିବାରେ ଲାଗିଲା

ସମକକ୍ଷ : ଅଗତି, ଗତିହୀନ


ଅନ୍ୟ ଭାଷାରେ ଅନୁବାଦ :

जिसमें गति न हो पर उसे गति दी जा सकती हो।

गतिहीन कार अचानक चलने लगी।
अगति, अयान, गतिहीन, स्थिर

Not in physical motion.

The inertia of an object at rest.
inactive, motionless, static, still

ଅର୍ଥ : ଯେ ନିଷ୍ପତ୍ତି ବଦଳାଏ ନାହିଁ

ଉଦାହରଣ : ଭୀଷ୍ମ ପିତାମହ ବିବାହ ନକରିବାକୁ ଦୃଢ଼ ପ୍ରତିଜ୍ଞା କରିଥିଲେ ସେ ନିଜ ନିଷ୍ପତ୍ତି ଉପରେ ଅଟଳ ରହିଲେ

ସମକକ୍ଷ : ଅଟଳ, ଦୃଢ଼


ଅନ୍ୟ ଭାଷାରେ ଅନୁବାଦ :

जो न बदले (निर्णय, संकल्प आदि)।

भीष्म पितामह ने विवाह न करने की दृढ़ प्रतिज्ञा की थी।
अटल, अडग, अडिग, अडोल, अनपाय, अनपायी, अपेल, अलोल, अविचल, आरूढ़, कायम, थिर, दृढ़, बरकरार, बरक़रार, मुस्तहकम, स्थिर

ଅର୍ଥ : ଯାହାର ଚିତ୍ତ ସ୍ଥିର

ଉଦାହରଣ : ସ୍ଥିରଚିତ୍ତ ବ୍ୟକ୍ତି ବିପତ୍ତିରେ ଭୟ କରନ୍ତି ନାହିଁ

ସମକକ୍ଷ : ଅଚଞ୍ଚଳ, ପ୍ରଶାନ୍ତ, ଶାନ୍ତ, ସୁଶାନ୍ତ, ସ୍ଥିରଚିତ୍ତ


ଅନ୍ୟ ଭାଷାରେ ଅନୁବାଦ :

जिसका चित्त स्थिर हो।

स्थिरचित्त व्यक्ति विपत्तियों से नहीं घबराते हैं।
अचंचल, अमत्त, इकतान, प्रशांत, प्रशान्त, शांत, शान्त, समाहित, स्थिर, स्थिरचित्त

ଅର୍ଥ : ଯେଉଁଥିରେ ତରଙ୍ଗ ନାହିଁ

ଉଦାହରଣ : ଶ୍ୟାମ ଶାନ୍ତ ଜଳକୁ ପଥର ଫିଙ୍ଗୁଥିଲା

ସମକକ୍ଷ : ତରଙ୍ଗହୀନ, ଶାନ୍ତ


ଅନ୍ୟ ଭାଷାରେ ଅନୁବାଦ :

जिसमें तरंगें न उठ रही हों।

श्याम शांत जल में पत्थर फेंक रहा है।
अतरंगित, शांत, शान्त, स्थिर

(of a body of water) free from disturbance by heavy waves.

A ribbon of sand between the angry sea and the placid bay.
The quiet waters of a lagoon.
A lake of tranquil blue water reflecting a tranquil blue sky.
A smooth channel crossing.
Scarcely a ripple on the still water.
Unruffled water.
placid, quiet, smooth, still, tranquil, unruffled