ଅର୍ଥ : ଡ଼ର, ସୁରକ୍ଷା, ଜରୁରୀ ପରିସ୍ଥିତିକୁ ଅନୁମାନ ପୂର୍ବକ କୌଣସି ସ୍ଥାନଆଦିରୁ ଅନ୍ୟ ଏକ ସ୍ଥାନକୁ ଯିବା
ଉଦାହରଣ :
ଗ୍ରାମର ଲୋକେ ଜୀବିକାର୍ଜନପାଇଁ ସହର ଆଡ଼କୁ ପଳାନ୍ତି
ସମକକ୍ଷ : ପଳାଇବା
ଅନ୍ୟ ଭାଷାରେ ଅନୁବାଦ :
डर, सुरक्षा, बेहतर परिस्थिति की आशा आदि से किसी स्थान से दूसरे स्थान को जाना।
ग्रामीण लोग जीविकोपार्जन हेतु शहर की ओर भागते हैं।