ଅର୍ଥ : ଦେବତା ଆଦିଙ୍କ ଛନ୍ଦୋବଦ୍ଧ ଗୁଣଗାନ
ଉଦାହରଣ :
ପୂଜାରେ ସଂସ୍କୃତରେ ସ୍ତୋତ୍ର ପଢ଼ାଯାଏ
ଅନ୍ୟ ଭାଷାରେ ଅନୁବାଦ :
देवता आदि का छन्दोबद्ध गुणगान।
पूजा में संस्कृत के स्तोत्र पढ़े जाते हैं।Any sacred song used to praise the deity.
psalmଅର୍ଥ : ଭକ୍ତିର ନଅ ଭେଦ ସମୂହରୁ ଗୋଟିଏ, ଯେଉଁଥିରେ ଉପାସକ ନିଜର ଉପାସ୍ୟ ଦେବତାଙ୍କର ଗୁଣଗାନ କରିଥାଏ
ଉଦାହରଣ :
ମନ୍ଦିରରେ ଭକ୍ତଗଣ ବନ୍ଦନାରେ ବ୍ୟାପୃତ ଥାଆନ୍ତି
ସମକକ୍ଷ : ଅଭିବଂଦନ, ଅଭିବଂଦନା, ଅଭିବନ୍ଦନ, ଅଭିବନ୍ଦନା, ପ୍ରାର୍ଥନା, ବଂଦନ, ବଂଦନା, ବନ୍ଦନ, ବନ୍ଦନା, ସ୍ତବ, ସ୍ତୁତି
ଅନ୍ୟ ଭାଷାରେ ଅନୁବାଦ :
The act of communicating with a deity (especially as a petition or in adoration or contrition or thanksgiving).
The priest sank to his knees in prayer.