ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମୋଟା ଉଚ୍ଚା ଏବଂ ବହୁତ ବଡ଼ ଖମ୍ବ
ଉଦାହରଣ : ଦିଲ୍ଲୀରେ ଅଶୋକ ସ୍ତମ୍ବ ରହିଛି
ସମକକ୍ଷ : ଖୁଣ୍ଟ, ସ୍ତମ୍ଭ
ଅନ୍ୟ ଭାଷାରେ ଅନୁବାଦ :हिन्दी
धातु या पत्थर का मोटा, ऊँचा और बहुत बड़ा खंभा।
ଅର୍ଥ : ପଥର, କାଠଆଦିରେ ବନାଯାଇଥିବା ଗୋଲିଆ ବା ଚାରିକୋଣିଆ ଉଚ୍ଚା ଖଣ୍ଡ ବା ଏହି ଆକାରର କୌଣସି ସଂରଚନା
ଉଦାହରଣ : ଖମ୍ବରୁ ଭଗବାନ ନରସିଂହ ପ୍ରକଟ ହୋଇଥିଲେ
ସମକକ୍ଷ : ଖମ୍ବ, ଖୁଣ୍ଟ
ଅନ୍ୟ ଭାଷାରେ ଅନୁବାଦ :हिन्दी English
पत्थर, लकड़ी, आदि का बना गोल या चौकोर ऊँचा खड़ा टुकड़ा या इस आकार की कोई संरचना।
A vertical cylindrical structure standing alone and not supporting anything (such as a monument).
ସଂସ୍ଥାପନ କରନ୍ତୁ