ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସେଭଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସେଭଳି   ବିଶେଷଣ

ଅର୍ଥ : ସେହି ପ୍ରକାରର

ଉଦାହରଣ : ସେମିତି ଘର ମୁଁ ଆଜି ଯାଏଁ ଦେଖିନି

ସମକକ୍ଷ : ସେମିତି, ସେହିଭଳି


ଅନ୍ୟ ଭାଷାରେ ଅନୁବାଦ :

उस तरह का।

वैसा घर मैंने आजतक नहीं देखा।
उसके जैसा, उसी तरह का, वैसा

ସେଭଳି   କ୍ରିୟା ବିଶେଷଣ

ଅର୍ଥ : ସେହି ପ୍ରକାର

ଉଦାହରଣ : ଏହି ଘର ଠିକ ସେଭଳି ତିଆରି ହେବା ଉଚିତ୍‌ ଯେଭଳି ମୁଁ ଚାହୁଁଛି

ସମକକ୍ଷ : ସେପରି, ସେପ୍ରକାରେ, ସେହିପ୍ରକାରେ


ଅନ୍ୟ ଭାଷାରେ ଅନୁବାଦ :

उस प्रकार।

यह घर ठीक वैसे बनना चाहिए जैसे मैं चाहता हूँ।
इव, उस तरह, उसी तरह, वैसा, वैसे

In the way indicated.

Hold the brush so.
Set up the pieces thus.
so, thus, thusly