ଅର୍ଥ : ଯାହାର ଉତ୍ପତ୍ତି ହୋଇଛି ବା ଯାହା ଉତ୍ପନ୍ନ କରାଯାଇଛି
ଉଦାହରଣ :
ଭାରତରେ ଉତ୍ପନ୍ନ ଚା’ ଅଧିକମାତ୍ରାରେ ବିଦେଶକୁ ରପ୍ତାନୀ କରାଯାଇଥାଏ
ସମକକ୍ଷ : ଉତ୍ପନ୍ନ, ଚାଷକରାଯାଇଥିବା, ଜାତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅନ୍ୟ କାହାଠାରୁ ବିକସିତ ବା ତିଆରି
ଉଦାହରଣ :
ଅଗ୍ରବନରୁ ବ୍ୟୁତ୍ପନ୍ନ ଆଗ୍ରାର ନାମ ତାଜମହଲ ନିମନ୍ତେ ପ୍ରସିଦ୍ଧ
ସମକକ୍ଷ : ବ୍ୟୁତ୍ପନ୍ନ
ଅନ୍ୟ ଭାଷାରେ ଅନୁବାଦ :
किसी और से विकसित या बना।
अग्रवन से व्युत्पन्न आगरा का नाम ताजमहल के लिए प्रसिद्ध है।