ଅର୍ଥ : ସଂଧ୍ୟା ସମୟରେ ସୂର୍ଯ୍ୟଙ୍କ ଲୁଚିବା ବା ବୁଡ଼ିବା କ୍ରିୟା
ଉଦାହରଣ :
ହ୍ରଦ କୂଳରେ ସୂର୍ଯ୍ୟାସ୍ତର ଦୃଶ୍ୟ ବଡ଼ ମନୋରମ ଦେଖାଯାଏ
ଅନ୍ୟ ଭାଷାରେ ଅନୁବାଦ :
संध्या समय सूर्य के छिपने या डूबने की क्रिया।
झील के किनारे से सूर्यास्त का दृश्य बड़ा ही मनोरम दिखाई पड़ता है।The daily event of the sun sinking below the horizon.
sunsetଅର୍ଥ : ସୂର୍ଯ୍ୟ ଆଦି ଗ୍ରହଙ୍କ ଅସ୍ତହେବାର କାର୍ଯ୍ୟ
ଉଦାହରଣ :
ସୂର୍ଯ୍ୟାସ୍ତ ପରେ ମା ଭୋଜନ କରନ୍ତି ନାହିଁ
ଅନ୍ୟ ଭାଷାରେ ଅନୁବାଦ :