ଅର୍ଥ : କୌଣସି ସୀମାର ଅତିକ୍ରମଣ
ଉଦାହରଣ :
ଭାରତ ଯେକୌଣସି ପ୍ରକାର ସୀମାତିକ୍ରମଣର ସଙ୍ଘୀନ୍ ଜବାବ ଦେବାପାଇଁ ପ୍ରସ୍ତୁତ ଅଛି
ସମକକ୍ଷ : ସୀମା ଅତିକ୍ରମ, ସୀମା ପାରି, ସୀମା ଲଙ୍ଘିବା, ସୀମା-ଉଲ୍ଲଙ୍ଘନ, ସୀମାତିକ୍ରମଣ
ଅନ୍ୟ ଭାଷାରେ ଅନୁବାଦ :
किसी सीमा का अतिक्रमण।
भारत किसी भी प्रकार के सीमातिक्रमण का मुँहतोड़ जवाब देने के लिए तैयार है।The action of going beyond or overstepping some boundary or limit.
transgression