ଅର୍ଥ : ହିନ୍ଦୁମାନଙ୍କର ଦଶ ସଂସ୍କାର ମଧ୍ୟରୁ ତୃତୀୟ ଯାହା ଗର୍ଭାଧାନର ଚତୁର୍ଥ, ଷଷ୍ଠ ବା ଅଷ୍ଟମ ମାସରେ ହୋଇଥାଏ
ଉଦାହରଣ :
ସୀମନ୍ତୋନ୍ନୟନ ସଂସ୍କାରଦ୍ୱାରା ବାଳକର ଉଜ୍ଜ୍ୱଳ ଭବିଷ୍ୟତ ସହିତ ସେ ଦୀର୍ଘାୟୁ ହେବାର କାମନା କରାଯାଏ
ସମକକ୍ଷ : ସୀମନ୍ତ ସଂସ୍କାର, ସୀମନ୍ତକର୍ମ, ସୀମନ୍ତୋନ୍ନୟନ କର୍ମ, ସୀମନ୍ତୋନ୍ନୟନ ସଂସ୍କାର
ଅନ୍ୟ ଭାଷାରେ ଅନୁବାଦ :
हिन्दुओं के दस संस्कारों में से तीसरा जो गर्भाधान के चौथे, छठे या आठवें महीने में होता है।
सीमंतोन्नयन संस्कार के द्वारा बालक के उज्ज्वल भविष्य के साथ-साथ उसके दीर्घायु होने की कामना की जाती है।